STORYMIRROR

Brundabana Pradhan

Romance

3  

Brundabana Pradhan

Romance

ଶୀତ

ଶୀତ

1 min
171


ଆସିଛୁ ଵୋଲି ତ ଶୀତ

ମୁଁ ଅନୁଭବ କରୁଛି

ମୋ ଦେହର ଦହନକୁ 

ତୋ ସ୍ପର୍ଶରେ ସୁପ୍ତ କରୁଛି। 


ଵିଜୁଳୀ ଯେସନ ଅଟୁ ତୁ ଶୀତ

ଖେଲାଉ ଶରୀରେ ଶିହରଣ

 ମର୍ମେ ମର୍ମେ ଭେଦିଯାଉ

 କରୁଥାଉ ସଦା ଗୁଞ୍ଜରଣ। 


ଅତୃପ୍ତ ଦେହର ଆକାଂକ୍ଷା ସବୁକୁ

ଭସାଇ ଦେଉତ ଶୀତ ପାରବାରେ

ଶୀତ ତୁ ଆସିଛୁ ବୋଲି ତ

ଅସ୍ତିତ୍ବ ମିଲୁଛି ଦେହ ଦହନରେ ।


Rate this content
Log in

Similar oriya poem from Romance