STORYMIRROR

Prabhati Mahapatra

Romance Inspirational Others

3  

Prabhati Mahapatra

Romance Inspirational Others

ସ୍ବପ୍ନଭରା ଆଶା

ସ୍ବପ୍ନଭରା ଆଶା

1 min
216


ତୁମେ ଯେବେ ଚାହିଁ ଦିଅ

ମୋତେ ନିରେଖି

ଶତଦଳ ବିକସିତ 

ସୌରଭ ଯୋଖି ।


ସୌଭାଗ୍ୟ ଆକାଶ ମୋର 

ଲୋହିତ ବର୍ଣ୍ଣ

ସେ ଗୁଲାଲେ ଆସ ପ୍ରିୟ

ଶତ ଜନମ ।


ମୁଁ ତୁମ ତୁଷାର ଫଳ

ସାଗର ବୀଚି

ଶୀତ ସକାଳରେ ଦେବି

କଲ୍ଲୋଳ ବିଞ୍ଚି ।


ପ୍ରଭାତ ଯାତ୍ରାରେ ହେଉ 

ମନ ପ୍ରଫୁଲ୍ଲ

ମୁହିର ମୁଁ ବୁଝେ ନାହିଁ

ପୀରତି ମୂଲ୍ୟ ।



Rate this content
Log in

Similar oriya poem from Romance