STORYMIRROR

Prabhati Mahapatra

Inspirational Others Children

3  

Prabhati Mahapatra

Inspirational Others Children

ଦେଶ ଭକ୍ତି ଭାବ

ଦେଶ ଭକ୍ତି ଭାବ

1 min
182

ଆସରେ ଆସରେ ଗାଇ ଯିବା ଦେଶ ଗୀତ

ଜନମ ନଦେଇ ଜନନୀ ପରା ସେ 

ସର୍ବଦା ଆମକୁ ହିତ

ଗାଇ ଯିବା ଦେଶ ଗୀତ

ତାହାରି ସେବାରେ ମନୋନିବେଶିରେ

ମଣିବା ନିଜକୁ ଧନ୍ୟ

ଜଗୁଆଳି ହୋଇ ସୀମା ପ୍ରାନ୍ତେ ଥାଇ

ସୈନିକରେ ହେବା ଗଣ୍ୟ

ଚାରି ପାଖେ ଶତ୍ରୁ ଯେବେ ମାଡିବେରେ

ବୁହାଇବା ତାଙ୍କ ରକ୍ତ

ଗାଇ ଯିବା ଦେଶ ଗୀତ

ମୋ ଦେଶରେ ଯେତେ ବୀର ମାତା ଛନ୍ତି

ସଭିଏଁ ଗୌରବମୟୀ 

ବିନା ଭାବନାରେ ଟେକି ଛନ୍ତି ଦେଶେ

ଆପଣା ସନ୍ତାନ ନେଇ

ଏଇ ମୋ ଭାରତ ସୁନାର ମୂଲକ

ଆମେ ତା ନିଡର ସୁତ

ଗାଇ ଯିବା ଦେଶ ଗୀତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational