Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Tragedy Others

3  

Jharana Rout

Tragedy Others

ସ୍ବପ୍ନ ଥିଲା ପ୍ରିୟା ପାଇଁ

ସ୍ବପ୍ନ ଥିଲା ପ୍ରିୟା ପାଇଁ

1 min
225



     କେତେ ସ୍ୱପ୍ନ ଥିଲା ମୋ ପ୍ରିୟା ପାଇଁ

          ଆଜି ହେଲା ସବୁ ଚୂନା

     ବଞ୍ଚି ଥାଉ ଥାଉ ନୀତି ମରୁଥାଏ

           କେମିତି ଜିଇଁବି ତୋ ବିନା ||

      

      କଥା ଦେଇଥିଲ ଏକାଠି ରହିବା

          ଏକାଠି ବଞ୍ଚିବା ଦୁହେଁ

      ଆଜି କାଇଁ ତୁମେ ଦୂରେ ଚାଲିଗଲ

           ତୁମ ବିନା ମୁଁ ଝୁରି ହୁଏ ||


       ସୁଖର ନଅର ଗଢିବା ଆଗରୁ

           ଆଜି ସବୁ ଭାଙ୍ଗିଗଲା

     କେତେ ସ୍ବପ୍ନ ଥିଲା ତୁମ ପାଇଁ ପ୍ରିୟା

          ସ୍ବପ୍ନତ ହେଲା ଆଜି ଅଧୁରା ||

 

    ତୁମ ଖୁସି ପାଇଁ ତୁମେ ରହିଗଲ

         ଭାବିଲନି ଥରେ ମୋ କଥା

    ଏ ଜନ୍ମରେ ସିନା ହେଲେ ନାହିଁ ଆମେ

       ଆର ଜନ୍ମରେ ହେବ ଦେଖା ||




Rate this content
Log in

Similar oriya poem from Tragedy