Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Others

4  

Jharana Rout

Others

ମୋ ଭାଇ ହାତେ ବାନ୍ଧିବି ରାକ୍ଷୀ

ମୋ ଭାଇ ହାତେ ବାନ୍ଧିବି ରାକ୍ଷୀ

1 min
394


 

   ମନ କଥା ଯିଏ ବୁଝିପାରେ ଯେ

     ସେ ଅଟେ ମୋ ଭାଇ

   ଆଖିର ଲୁହକୁ ପୋଛି ସେ ଦିଅଇ

      ସେ ଅଟେ ମୋ ଭାଇ

   ଖାଇ ନଥିଲେ ଡାକୁଥାଏ ସେ

      ସେ ଅଟେ ମୋ ଭାଇ

    ତା ସେହ୍ନ ମମତା ନୁହେଁତ ଛଳନା

       ସେ ଅଟେ ମୋ ଭାଇ

    ଦୁଃଖ ସୁଖ ତା ମୁଁ ସାଥେ ବାଣ୍ଟଇ

       ସେ ଅଟଇ ମୋ ଭାଇ

     ମୋ ଭାଇ ହାତେ ବାନ୍ଧିବି ରାକ୍ଷୀ

       ସେ ଅଟଇ ମୋ ଭାଇ

     ଛାଇ ହୋଇ ରହିବି ତା ସାଥେ ମୁଁ

       ସେ ଅଟଇ ମୋ ଭାଇ

     ସବୁ ଜନ୍ମରେ ମୋତେ ମିଳିଥାଉ

      ସେ ପରା ମୋ ସୁନା ଭାଇ ||


   

      

 


Rate this content
Log in