Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Tragedy Inspirational

3  

Jharana Rout

Tragedy Inspirational

ଦୁଇଦିନ ମଣିଷ ଜୀବନ

ଦୁଇଦିନ ମଣିଷ ଜୀବନ

1 min
200



     ଦୁଇଦିନ ପରା ମଣିଷ ଜୀବନ

       ଏହି ଅଛି ଏହି ନାହିଁ

     ସମୟ ଆସିଲେ ଯିବାକୁ ପଡିବ

       କେହିତ ରହିବେ ନାହିଁ

     ମାଟିର ମଣିଷ ମାଟିରେ ମିଶିବ

        ଆତ୍ମାତ ମରଇ ନାହିଁ

     ଅଯଥାରେ ଏଠି ଗର୍ବ କର ନାହିଁ

       କେହି ନୁହେଁ କାହା ପାଁଇ

     ଅଭିନୟ ପାଁଇ ଆସିଛୁ ଏଠିରେ

        ନାୟକ ନାୟିକା ହୋଇ

     ଅଭିନୟ ଏଠି ସରିଗଲେ ବାବୁ

        ବାହୁଡ଼ିବା ଏକା ହୋଇ

     ଧନ ଯୋଉବନ ନୁହେଁ ଚିରସ୍ଥାୟୀ

        ସବୁ ଅଟେ କ୍ଷ୍ୟଣସ୍ଥାୟୀ

     ଗର୍ବ ଅହଂକାର କର ନାହିଁ ବାବୁ

        କିଛି ଏଠି ଲାଭ ନାହିଁ

    କାହା ପାଁଇ କେବେ ମନ୍ଦ ଚିନ୍ତ ନାହିଁ

        ପ୍ରତାରଣା କର ନାହିଁ

    ଅନ୍ୟକୁ କେବେ ବିପଦେ ପକାନି

        ଲୁହ କେବେ ଦିଅ ନାହିଁ

    ସବୁର ହିସାବ ଏଠି ପାଇବାରେ

       ତିଳେ ହେଲେ ମିଛ ନାହିଁ ||  


Rate this content
Log in

Similar oriya poem from Tragedy