STORYMIRROR

Ajit Kumar Raut

Abstract Tragedy

3  

Ajit Kumar Raut

Abstract Tragedy

ସଂକେତ ଦେଖି ଶ୍ରୀରାମଙ୍କ ଶୋକ

ସଂକେତ ଦେଖି ଶ୍ରୀରାମଙ୍କ ଶୋକ

1 min
125

ଦେଖିଣ ଚୁଡାମଣି ବ୍ୟାକୁଳ ଶ୍ରୀରାମ ନୟନରୁ ଲତକ ବୁହେ

ରହିଛୁ କିପରି ସୀତେ ରାକ୍ଷସ ପୁରରେ ଚିନ୍ତିତ ମନଟା ରୁହେ ।


ବୁଦ୍ଧି ଦିଶୁ ନାହିଁ କେତେ କଷ୍ଟରେ ଅଛୁ ତୁହିରେ

କହିବ ଜଗତ ଉତ୍ତରକି ଦେବି କିକହିବ ରାମ ଅଯୋଧ୍ୟାରେ ।


ଶଶୁରଘରରେ ସୀତେ କିବଲି କହିବି ସର୍ବଦା ମନ ଚିନ୍ତାରେ

ମାୟାବଳେ ପାପୀଲମ୍ପଟ ରାବଣ ଧରି ଛଦ୍ମବେଶେ ଘେନିଗଲା।


ମାୟାର ତାଣ୍ଡବ ବୁଝିନପାରିଲି ଧରିତୋତେ ସୀତେ ନେଇଗଲା

କହରେ ଲକ୍ଷଣ କେଉଁ ଉପାୟ ଏବେ କରିବା ।


ଜନକନନ୍ଦିନୀ ଅତି ସୁକୁମାରୀ କିପରିଟି ଉଦ୍ଧାର କରିବା

ଅତିକଷ୍ଟେଅଛି ରାକ୍ଷସକବଳେସତେକି ତାଙ୍କୁ ଆଉ ପାଇବା ।


ହନୁ ଜନକନନ୍ଦିନୀ ସୀତା ଠାକୁରାଣୀ କିପରି ଅଛିରେ ସେହୁ

କିପରିଟି କଷ୍ଟ ଦେଉଛି ରାବଣ କଥା ସବୁ ବାବୁ କୁହ ଏହୁ ।


କଥାତ ହେଇଛୁ ସୀତାଙ୍କ ବାର୍ତ୍ତା ବାବୁ ଆଣିଛୁ

ମୃତ ଏ ପ୍ରେଣେ ମୋର ବାବୁ ହନୁମାନ ସଞ୍ଜୀବନି ତୁହିଦେଇଛୁ।


ସମୁଦ୍ରକୁଡେଇଁଣବାବୁରେ ଲଙ୍କାରୁଜାନକୀଙ୍କ ବାର୍ତ୍ତା ଆଣିଛୁ

କରୁଛିପ୍ରତିଜ୍ଞା ଆଗରେସମସ୍ତ ସମୁଳେମାରିବିବିଶ୍ରବା କୁମାର


କିଏବାରଖିବ ଏଦୁଷ୍ଟରାବଣେ ମୃତ୍ୟୁଟିନିଶ୍ଚେ ହେବ ତାହାର


ନାରୀ ଚୋରି କଲା


ପାପେ ଜଡ଼ିତ ମରିବ ସେହୁ


ନ ବଞ୍ଚିବେ ଜଣେରେ ଯିବେ ଯମପୁର କାର ଶକ୍ତି ଅବା ଏହୁ


ବୀରହନୁମାନ ଏକହୋଇପରା*ଲଙ୍କାକୁ କଲାଦହନସେହୁ!!


ହେ ମିତ୍ରସୁଗ୍ରୀବ ସେନାକୁକରହେସଜ୍ଜିତ ଯିବାସୀତାଉଦ୍ଧାରେ


ମାରିବାରାବଣ ଅଛିକେତେବଳତାର ଦୁନିଆଦେଖି ନେତ୍ରରେ


ନାରୀଚୋରିକଲେମୃତ୍ୟୁଦଣ୍ଡମିଳେ ଏହୁଦେଖିବବ୍ରହ୍ମାଣ୍ଡତାରେ


ଶୀଘ୍ର କର ମିତ୍ର


ହୃଦୟରେ ଅଗ୍ନି ପ୍ରଜ୍ବଳିତ


ହେ ଭାଇ ଲକ୍ଷଣ ଶୁଣ ତୁ ହନୁମାନ ପ୍ରସ୍ଥାନ କରିବା ଏବେତ


ଲଙ୍କାପୁରେଯାଇରାବଣମାରିବାଉଦ୍ଧାର ତହୁଁ ସୀତାଆମେତ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract