Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Others

3  

Jharana Rout

Others

ଶୂନ୍ୟ ଥାଳି

ଶୂନ୍ୟ ଥାଳି

1 min
172



  ଶୂନ୍ୟ ହାତରେ ଆସିଛିରେ କାଳିଆ

   କିଛି ନାହିଁ ମୋର ପାଶେ

  ଦର୍ଶନ ଦେବୁ ନା ଦୂର କରିଦେବୁ

   ବୁଝି ମୁଁ ପାରୁନି ସତେ

  ନିରୁପାୟ ମୁଁ ହିଁ କିଛି ନୁହେଁ ମୋର

   ନିଃଶ୍ୱାସ ନୁହେଁ ନିଜର

  ଆଉ କଣ ପ୍ରଭୁ ଏଠି ତ ନିଜର

    ତୁମେ ପ୍ରଭୁ କହି ଦିଅ

  ଶୂନ୍ୟ ହାତେ ଏଠି ଆସିଛୁ କାଳିଆ

   ଶୂନ୍ୟ ହାତେ ଯିବୁ ଫେରି

  ଧର୍ମ କରିଥିଲେ ସାଥିରେ ଯିବତ

    ଆଉ ସବୁ ଯିବ ରହି

  ମିଛ ମାୟା ପରା ଏ ସାରା ସଂସାର

    ଅନ୍ଧରେ ଯାଇଛୁ ପଡି

  ମୋର ମୋର ବୋଲି ଯାହାକୁ କହୁରେ 

   ସିଏ ନୁହେଁ ତ ଆମରି ||



Rate this content
Log in