Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Tragedy

3  

Jharana Rout

Tragedy

ଭୁଲ ଏକ ନୀରବ ଯନ୍ତ୍ରଣା

ଭୁଲ ଏକ ନୀରବ ଯନ୍ତ୍ରଣା

1 min
138


ଜୀବନ ପଥରେ ଚାଲୁ ଚାଲୁ ମୁଁ

         ପାଦ ମୋ ଯାଇଛି ଥକି

     ଥଳ କୂଳ ମୁଁ ପାଉନାହିଁ କାହିଁ

         କିଏ ପାଦକୁ ନେଇଛି ଭିଡି ।

 

     ଭୁଲ ମୁଁ କରିଛି ଯନ୍ତ୍ରଣା ପାଉଛି

          ନୀରବରେ ଅଶ୍ରୁ ଝରେ

     କାହାକୁ କହିବି କିଏ ବା ଶୁଣିବ

           ସମୟକୁ ଦୋଷ ଦିଏ ।


     ସଂସାରର ନୀତି ଜାଣିନାହିଁ ମୁଁହି

         କେତେ ଦୁଃଖ କେତେ ସୁଖ

     ଛନ୍ଦିହୋଇପଡେ ବାରମ୍ବାର ମୁଁହି

          କାହାକୁ ଦେବି ମୁଁ ଦୋଷ ।        


Rate this content
Log in

Similar oriya poem from Tragedy