STORYMIRROR

Sushree sangita Swain

Romance Fantasy

3  

Sushree sangita Swain

Romance Fantasy

ସ୍ବପ୍ନ ନାୟୀକା

ସ୍ବପ୍ନ ନାୟୀକା

1 min
11.9K

ଭୁଲି କି ଯାଇଛ ତୁମେ

ଆମ ସମ୍ପର୍କର ନିବିଡ଼ତା

ସାଗର ବେଳା ଭୂମି ପରେ

ଘଣ୍ଟା ଘଣ୍ଟା ଗପିବାର ଅଳସ ମୁହୂର୍ତ୍ତ

ମନ ମୋର ପାଲଟିଛି ମରୁଉଦ୍ୟାନ

ପ୍ରତାରିତା ନାୟୀକା ମୁଁ

ଏକାନ୍ତ ନିଃସଙ୍ଗ

ସ୍ୱପ୍ନ ଦେଖେ ମୋ ନାୟକ

ନିଶ୍ଚୟ ଫେରିବେ,

ନିରାଶ ମରୁ -ହୃଦୟେ

ଫୁଲ ବି ଫୁଟିବ,

କକ୍ଷଚ୍ୟୁତ ଭ୍ରଷ୍ଟଆତ୍ମା

ଫେରିବ ତା ନିର୍ଦିଷ୍ଟ ପଥକୁ

ଚାହିଁବା ଓ ପାଇବାର

ଅମିମାଂସିତ ପ୍ରଶ୍ନ ସବୁକୁ

ଟାଣି ନେବ ଜୀବନ ମଞ୍ଚକୁ

କିନ୍ତୁ ହାୟ, ମୁଁ ଜାଣେନା

ମୋ ସ୍ବପ୍ନ ନାୟକ

ସେ ତ ମାୟା ମରୀଚିକା ।



Rate this content
Log in

Similar oriya poem from Romance