ସର୍ବ ଶକ୍ତିମାନ ସମୟ
ସର୍ବ ଶକ୍ତିମାନ ସମୟ
ସମୟ ଏତେ ଶକ୍ତିଶାଳୀ
ନଥିଲି ଜାଣି
ସୁଖ ଏତେ ମହଙ୍ଗା
ପାରିଲିନି କିଣି
ସମ୍ପର୍କ କୁ ବୁଝୁ ବୁଝୁ
ସବୁ ଶେଷ,
ଖାଲି ଯାହା ଅବଶୋଷ !
ହେ ମୋର
ଭାଗ୍ୟ ବିଧାତା
ଆଉ ଗୋଟିଏ ସୁଯୋଗ ଦିଅ
ଅହଂକାର ବର୍ଜିତ
ମନ ମୋର ଦେଖି
ସାରିଛି ନୂତନ
ସୂର୍ଯ୍ୟ ଉଦୟ ।
ସମୟ ଏତେ ଶକ୍ତିଶାଳୀ
ନଥିଲି ଜାଣି
ସୁଖ ଏତେ ମହଙ୍ଗା
ପାରିଲିନି କିଣି
ସମ୍ପର୍କ କୁ ବୁଝୁ ବୁଝୁ
ସବୁ ଶେଷ,
ଖାଲି ଯାହା ଅବଶୋଷ !
ହେ ମୋର
ଭାଗ୍ୟ ବିଧାତା
ଆଉ ଗୋଟିଏ ସୁଯୋଗ ଦିଅ
ଅହଂକାର ବର୍ଜିତ
ମନ ମୋର ଦେଖି
ସାରିଛି ନୂତନ
ସୂର୍ଯ୍ୟ ଉଦୟ ।