STORYMIRROR

Sushree sangita Swain

Romance

3  

Sushree sangita Swain

Romance

ପ୍ରେମର ସଂଜ୍ଞା

ପ୍ରେମର ସଂଜ୍ଞା

1 min
157

ବଦଳି ଯାଇଛି ଆଜି ପ୍ରେମର ସଂଜ୍ଞା 

ପାଲଟିଛି ଧୋକା ବିଶ୍ୱାସଘାତକତା 

ମହନୀୟତାର ସେ ଦିବ୍ୟତମ ସତ୍ତା 

ହରାଇଛି ଶାଶ୍ୱତ ପ୍ରତିବଦ୍ଧତା... 


ପ୍ରେମ ପାଲଟିଛି ଉପଭୋଗ ବସ୍ତୁ 

ସାତ୍ତ୍ଵିକ ପ୍ରେମ ଅଳୀକ କଳ୍ପନା 

ଦୈହିକ ପ୍ରେମ ପଛେ ଧାଇଁଛି ମଣିଷ 

ହୃଦୟରେ ସମ୍ଭୋଗର ଉଦଗ୍ର ବାସନା. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance