STORYMIRROR

Sushree sangita Swain

Drama

3  

Sushree sangita Swain

Drama

ଅଭିନୟ

ଅଭିନୟ

1 min
11.9K

ବିଶ୍ୱାସ କରୁଥିବା ଲୋକମାନଙ୍କୁ 

ଥରୁଟିଏ ଅବିଶ୍ୱାସ କରି ଦେଖ, 

ଠକିବନି କେବେ, 

ଜାଣିଯିବ ଏଠି କେହି ନୁହନ୍ତି କାହାର |


ମିଠା ମିଠା କଥା ପାଣି ର  ଗାର, 

କଥା  ମାନ ମୋର 

ନିରୋଳା ରେ କଥା ହୁଅ 

ଅନ୍ଧାର କୁ ନିଜର କରି 

ପ୍ରତିଶୃତି ନିଅ ନୂଆ କରି ଜୀଇଁବାର |


ଇଛା  ଅନିଚ୍ଛା ସତ୍ୱେ ବଂଚିବାକୁ ହେବ 

ଦୁଃଖର ଜହର ପିଇ, 

ବୁଝି ବୁଝାଇବାକୁ ହେବ, 

ସୁଖୀ  କେହି  ନୁଁହେ ଏଠି 

ଖାଲି  ଯାହା ଅଭିନୟ 

ପ୍ରାରମ୍ଭ ରୁ ଅନ୍ତ ପର୍ଯ୍ୟନ୍ତ |


Rate this content
Log in

Similar oriya poem from Drama