ସାଥୀ
ସାଥୀ
ସାଥୀ
ପାଦ ଚାପିଚାପି ଚାଲୁଥିବ ସାଥୀ
କାଦୁଅରେ କାଳେ ପାଦ ଖସିଯିବ ।। ୧।।
ଏକଥାଟି ମୋର ମନେରଖ ସାଥୀ
ପ୍ରତିମୁହୁର୍ତ୍ତେ ମୋ ହାତ ରହିଥିବ ।। ୨।।
ଭୁଲିଯାଅ ମତେ ସୁଖ ବେଳେ ସାଥୀ
ବିପଦେ କେବେ ମତେ ଭୁଲିନଯିବ ।। ୩।।
ଆରେ .....ଦ୍ରୁଦୟରୁ ଡାକିଦେଲେ ସାଥୀ
ମୁଁ ପହଞ୍ଚିବି ଏକଥା ଜାଣିଥିବ ।। ୪।।
ସ୍ବାଥॆପର ବୋଲି ଭାବିବନି ସାଥୀ
ହ୍ରୁଦୟରେ ମୋର ତୁମେ ରହିଥିବ ।। ୫।।
ନୂଆସାଥୀ ପାଇଁ ଭୁଲିଗଲ ସାଥୀ
ଜହ୍ନରେ ତୁମମୁହଁ ମତେ ଦିଶୁଥିବ ।। ୬।।