ତୁମ ନୀରବତା
ତୁମ ନୀରବତା
ତୁମେ ଆଉ ଆଗ ପରି ନାହଁ
ତୁମେ ଆଉ ବାଡି ବରକୋଳି
ମତେ ତୋଳି ଆଣିଦେଉ ନାହଁ
ତୁମ ଚଲା ପଥ ଏଠି ନାହିଁ
ସ୍ବଯ୍ୟॆଦୟ ର ଦଶॆନ ନାହିଁ
ତୁମର ନିତିବାଣୀ ବି ନାହିଁ
ତୁମ ସ୍ନେହ, ଶ୍ରଦ୍ଧାବି ନାହିଁ
ତୁମ ରାଗ, ଅଭିମାନ ନାହିଁ
ତୁମତାଗିଦ୍ ଆଉ ବି ନାହିଁ
ତୁମର ମିଠାବାଣୀ ବି ନାହିଁ
ତୁମର ସ୍ମିତହାସ୍ୟ ବି ନାହିଁ
ତୁମର ସେ ଚାହାଣୀ ବି ନାହିଁ
ତୁମର ଗପସପ ବି ନାହିଁ
ବନସ୍ତେ କୋକିଳର ସ୍ବର ବି
ଆଜି ଆଗପରି ଶୁବୁ ନାହିଁ
ବିଗତ ଦିବସ ବି ଫେରୁନାହିଁ
ସତରେ ତୁମ ନୀରବତା ତ
ମତେ ଆଦୌ ଭଲ ଲାଗୁନାହିଁ ।