STORYMIRROR

Sushree sangita Swain

Others

3  

Sushree sangita Swain

Others

ହେ ନାଗରିକ

ହେ ନାଗରିକ

1 min
234

ହେ ସ୍ୱାଧୀନ ଭାରତର ନାଗରିକ 

ହୁଅ  ସଚେତନ , ନିର୍ଭୀକ 

ସଜାଗ  ହୁଅ  ନିଜ କର୍ତ୍ତବ୍ୟ ଆଉ ଅଧିକାର ପ୍ରତି 

ତ୍ୟାଗ  କରି ଭୟ ଆଉ ଭୀତି 

ଦେଶର   ଭବିଷ୍ୟତ ତୁମେ 

ତୁମ  ସ୍ୱପ୍ନ ସାଧନାକୁ ଭିତ୍ତି କରି 

ରାଷ୍ଟ୍ରର   ହେବ ନିର୍ମାଣ 

ସମ୍ବିଧାନର  ସମ୍ମାନ  ରକ୍ଷା 

ତୁମ   କର୍ତ୍ତବ୍ୟ 

କର ତାକୁ ସଦା ପାଳନ. 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍