ବିଦ୍ୟାର୍ଥୀ
ବିଦ୍ୟାର୍ଥୀ
ବିଦ୍ୟା ର ଅର୍ଥ କୁ ବୁଝିବା ହେଉଛି ବିଦ୍ୟାର୍ଥୀ..
ବିଦ୍ୟା କୁ ବ୍ୟବସାୟ ରେ ପରିଣତ ରୁ ବିରତ
କରେ ଯେ ସେ ବିଦ୍ୟାର୍ଥୀ..
.
ଜ୍ଞାନ, ଗାରିମା,ର ପ୍ରତୀକ ବିଦ୍ୟାର୍ଥୀ
ବିଦ୍ୟା ଦଦାତି ବିନୟମ ର ସଂଜ୍ଞା ବିଦ୍ୟାର୍ଥୀ
ସଂକଳ୍ପ, ପରିଶ୍ରମ ଆଉ ସଂଘର୍ଷ ର ଅନ୍ୟ ନାମ ବିଦ୍ୟାର୍ଥୀ
ନୂଆ ନୂଆ ଅନ୍ୱେଷଣ, ଜିଜ୍ଞାସୁ ପ୍ରବୃତି ର ଅଧିକାରୀ
ସତ୍ୟ ଧର୍ମ ସାଧନା ପଥେ ପଥିକ ଟିଏ ବିଦ୍ୟାର୍ଥୀ
ସତରେ ବିଦ୍ୟା ରୂପୀ ମନ୍ଦିରରେ ପୂଜକ ବିଦ୍ୟାର୍ଥୀ.
