STORYMIRROR

Suresh chandra Padhy

Classics Fantasy

3  

Suresh chandra Padhy

Classics Fantasy

ସୈନିକ ହେବି

ସୈନିକ ହେବି

1 min
8

ମୁଁ ସୈନିକ ହେବି  ଟିଏ ମୁଁହି
ହୋଇବି ଦେଶ ପାଇଁ ଜୀବନ ଦେବି
 ଦେଶ ସ୍ବାଧୀନ ପାଇଁ ଲଢ଼ିବି
 ସୈନିକ ଟିଏ ମୁଁହି ହୋଇବି
 ସବୁ ସ୍ବାର୍ଥ ଦିନେ ଛାଡ଼ିବି
 ଘର ମୋହ ତୁଟାଇ ଯିବି
ମାତୃ ଭୂମି ର ସେବା କରିବି
 ସୈନିକ ଟିଏ ମୁଁହି ହୋଇବି
 ଶତ୍ରୁ କୁ କେବେ ଛାଡ଼ିବି ନାହିଁ
 ମାଟି ମା ଗୌରବ ମୋ ପାଇଁ
ହାତେ ବନ୍ଧୁକ ଧରି ଆଗେଇ ଯିବି
 ସୈନିକ ଟିଏ ମୁଁହି ହୋଇବି
ଝଡ ଯେତେ ଆସୁ ଜୀବନେ ମୋର
 ବୋହି ଯାଉ ରକ୍ତ ଧାର ଧାର
 ବୀର ହୋଇ ଦେଶ ପାଇଁ ଆଗେଇବି
 ସୈନିକ ଟିଏ ମୁଁହି ହୋଇବି


Rate this content
Log in

Similar oriya poem from Classics