ତୁମେ କେଉଁଠି ? ତୁମେ କେଉଁଠି ?
ମନ୍ଦିର ମସଜିଦ ଗୀର୍ଜା ଗୁରୁଦ୍ୱାର ଏଠି ଶାନ୍ତିର ବାର୍ତା ଶୁଣାଏ ମନ୍ଦିର ମସଜିଦ ଗୀର୍ଜା ଗୁରୁଦ୍ୱାର ଏଠି ଶାନ୍ତିର ବାର୍ତା ଶୁଣାଏ
ନାରୀ ଲାଂଛନାରେ ରାଜନୀତି ହୁଏ, ପଶୁ ଖାଦ୍ୟ ଏଠି ମଣିଷ ଖାଏ । ନାରୀ ଲାଂଛନାରେ ରାଜନୀତି ହୁଏ, ପଶୁ ଖାଦ୍ୟ ଏଠି ମଣିଷ ଖାଏ ।
ଫେରିଆସ ଆଉଥରେ ଦେଖିଯାଅ ଥରେ ଫେରିଆସ ଆଉଥରେ ଦେଖିଯାଅ ଥରେ
ମରଣ ବରଣ କରିସେ ଜବାନ ଦେଖାଇଲା ଦେଶପ୍ରେମ ପଥର ମାରନ୍ତି ଯେଉଁମାନେ ସେଠି ମୃତ ତାଙ୍କ ସ୍ବାଭିମାନ । ମରଣ ବରଣ କରିସେ ଜବାନ ଦେଖାଇଲା ଦେଶପ୍ରେମ ପଥର ମାରନ୍ତି ଯେଉଁମାନେ ସେଠି ମୃତ ତାଙ୍କ ସ୍ବାଭ...