ସାଇକଲ ଯାନଉଡ଼ନ୍ତା ବିମାନ
ସାଇକଲ ଯାନଉଡ଼ନ୍ତା ବିମାନ
ଧରି ଏକ ମନର ଡେଣା
ଜୀବନ୍ତ ନ ହୋଇ ବି
ଲାଗୁ ଜୀବନ୍ତ କାୟାକଳ୍ପ,
ଦୂୂୂରଗ।ମୀ ଗନ୍ତବ୍ୟ ପଥକୁ
ନିଜ ଉଦ୍ୟମ ବଳେ କରିଦେଉ ସ୍ଵଳ୍ପ।।
କେଉଁ ଅବାହମ।ନ କାଳରୁ ସାଜିଛୁ ତୁ
କଣ୍ଟକିତ ପଥର ପ୍ରଥମ ଚମତ୍କାରୀ ପାଖୁଡ଼ା,
କ।ହ।ପାଇଁ ନିତାନ୍ତ ଜରୁରୀ ତ
କ।ହ।ପାଇଁ ଅସମୟରେ ଲୋଡ଼ା।।
ଗରିବ,ଖଟିଖିଆ,ଦିନ ମଜୁରିଆଙ୍କ
ସହାୟ ସ୍ରୋତ ତୁ
ସ୍ୱ।ର୍ଥ ରହିତ ତୋ ସେବା,
ପ୍ରତ୍ୟୁଷ ଠାରୁ ଘନ ଅନ୍ଧକ।ର୍ ଯାଏଁ
ଖାଲ ଢିପ ନ ମ।ନି ଚାଲୁଥାଉ ଅନବରତ
ସତେ ଯେମିତି ଏକ ଉଦ୍ଦୀପ୍ତ ପ୍ରତିଭା।।
ସମୟ ଗର୍ଭରେ ସର୍ବେ ଲୀନ ହେବା
ତୋ ଲୀନ ହେବା ସମୟୋଚିତ,
କାର୍,ଉଡ଼ନ୍ତା ବିମାନ ପରି ଶ୍ରେଷ୍ଠ ଆବିଷ୍କାର
କଲା ମଣିଷକୁ ବିଲାସବ୍ୟସନ ରତ।।
ମଣିଷର ଲୁକ୍କାୟିିିତ ଅନିଷ୍ଟ ସବୁ
ତୋର ଶ୍ରେଷ୍ଠ ଦୁୁ୍ଖରେ
ପରିଣତ ହୋଇଗଲା ପରେ ବି
ତୁ ଆଜି ମଧ୍ୟ..
ଅମର,ଅଜୟ ଦେବଦୂତ,
ପବନ ଶକ୍ତିରେ ହେଉ ଆତଯାତ
ପୁୁଣି , ଚିରସ୍ମରଣୀୟ ତୁ
ଜଗତେ ଖ୍ୟାତ।।