STORYMIRROR

Rojalin Mishra

Romance

3  

Rojalin Mishra

Romance

ଆଜି ବି

ଆଜି ବି

1 min
40

ହେ ଖଣ୍ଡଗିରି,

ହେ ଉଦୟଗିିରି,

ତୁମେ କଣ ଚିିିିହ୍ନି ପାରୁଛ

ମୋ ଅକୁହା ଅତୀତକୁ?

ଦେଖ,

ତୁମେ ଛାଡିଯାଇଥିବା ବାସ୍ନାରେ

ଆଜି ବି ମୁଁ ବାସ୍ନାୟିତ,

ତୁମେ ଲେଖିଯାଇଥିବା ନାଁ କୁ

ଆଜି ବି କରୁୁୁଛି ମୁଁ ଚିତ୍ରିତ।

ଶୁଣ,

ତୁମ ଉଚ୍ଚାରିତ ମନ୍ତ୍ର ସବୁ

ଆଜି ବି କରେ ଅଭିିିମନ୍ତ୍ରିିିତ,

ତୁମେ ଦେଖେଇଥିବା ଦର୍ଶନ ସବୁ

ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଆଜି ବି କରେ ଅନୁପ୍ରାଣିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance