STORYMIRROR

Rojalin Mishra

Romance Inspirational

4  

Rojalin Mishra

Romance Inspirational

ତୁମେ ଅନୁପମ

ତୁମେ ଅନୁପମ

1 min
49

ତୁମେ,

ଏକ ଅନବଦ୍ୟ ଅନୁୁୁପମ ସୃଷ୍ଟି

ଏକ ସଫଳ ନିଦର୍ଶନ,

କଳାର ନିିଖୁଣ ପୂଜାରୀ

ପୁଣି ମଳୟର ମୃଦୁ ଆବାହନ।।


ତୁମେ, 

ଅସୁମାରି ସ୍ୱପ୍ନର ମିିିଠା ମହକ

ଆଉ ରକ୍ତଜବା ଓଠ ଧାରେ

ଦିବ୍ୟ ମୁରୁକା ହସ,

ଜୀବନାକାଶେ ଉଇଁଥିବା 

ଦୁର୍ଲଭ ଶାଶ୍ୱତ ହୃଦୟ ତାରକା

ପୁଣି ମନର ପରିବ୍ୟାପ୍ତ ଜ୍ୟୋସ୍ନାଲୋକର

ଭାବସିକ୍ତ ପ୍ରାଣୋଛ୍ୱ।ସ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance