STORYMIRROR

Rojalin Mishra

Romance Inspirational

3  

Rojalin Mishra

Romance Inspirational

ସଖା

ସଖା

1 min
61

ସଖା,

ତୁୁୁମେ ଅନନ୍ୟ ଅତୁଳ

ଅନବଦ୍ୟ ତୁୁୁମ କଳା,

ଦିିବ୍ୟ ମନ୍ତ୍ରରେ ମୁଗ୍ଧ କରି

ଆଣିଛ ଏ କମ୍ର ବନାନୀରେ

ମନ୍ଦ ମଳୟର ବେଳା ।।

ସଖା,

ତୁୁୁମେ ଅନୁପମ ମଞ୍ଜୁୁୁଳ

ଅନୁରାଗ ଆନ୍ତରିିିକତାପୂର୍ଣ୍ଣ ତୁମ ସୃଷ୍ଟି,

କୃଷ୍ଣ ତିମିରେେ

ତୁୁୁମ ପରଶ ପୁୁୁଲକେ

ଶୂନ୍ୟ ସୌହାର୍ଧେ ବି

ବିିନ୍ଦୁ ବିନ୍ଦୁ ହୋଇ ଝରିପଡେ

ଅଗାଢ଼ ବିଶ୍ୱାସର

ମଧୁ ପାର୍ବଣର ବୃଷ୍ଟି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance