STORYMIRROR

Rojalin Mishra

Romance

3  

Rojalin Mishra

Romance

ତୋର ସେଇ

ତୋର ସେଇ

1 min
62


ତୋ ଅନ୍ତରର

ସେଇ ସ୍ୱର୍ଗୀୟ ଶବ୍ଦଙ୍କ ଗୁୁଞ୍ଜନ,

ମୋ ଅନ୍ତରାତ୍ମାରେ 

ପ୍ରତିିିଧ୍ଵନିତ ହୁଏ ପ୍ରତିକ୍ଷଣ ।।


ତୋର ନୀଳ କଇଁ ପରି ଆଖିର 

ସେଇ ପ୍ରୀତିଭରା ଚାହାଣୀ,

ଭାବ ଉର୍ମି ଧାରେ ରଚେ

ଏକ ଅପାସୋରା କାହାଣୀ ।।


ତୋର ସେଇ ନାଲି ଗୁଲୁଗୁୁୁଲୁ 

ହସ ନିିର୍ଝରିଣୀ,

ଆଙ୍କିଦିଏ 

ଏକ ଅବ୍ୟକ୍ତ ଅନୁଭବର

ପ୍ରଛଦ ରୋଷଣୀ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance