STORYMIRROR

Rojalin Mishra

Romance Tragedy

3  

Rojalin Mishra

Romance Tragedy

କାହିଁକି

କାହିଁକି

1 min
33


କାହିଁକି ଏ ସୁୁସ୍ନିଗ୍ଧ ଆଖିରେ

ଆଜିବିି ସତେକ ଅପେକ୍ଷାର

ଗୋଲାପୀ ଚାହାଣୀ,

କାହିଁକି ଏ ସିକ୍ତ ଅଧରେ

ଆଜିବିି ଶତ ଶୁଭେଚ୍ଛାର 

ପ୍ରଲମ୍ବିିତ ହସର ମଧୁ ରାଗିଣୀ??

କାହିଁକି ଏ ମଧୁୁୁମିତ ହୃଦୟରେ

ଆଜିବିି ଶତ ଉନ୍ମେଷର

ନିିଃସ୍ପନ୍ଦ ପ୍ରେମାସ୍ପର୍ଧା,

କାହିଁକି ଏ ଅସରନ୍ତି ଚଳାପଥ ଧାରେ

ଆଜିବିି ଶତ ଅନ୍ତରଙ୍ଗତାର

ଅଦୃଶ୍ୟ ପ୍ରଗାଢ଼ତା??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance