STORYMIRROR

Rojalin Mishra

Inspirational Children

3  

Rojalin Mishra

Inspirational Children

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
17

ରାକ୍ଷୀ 

ଭାଇ ଭଉଣୀର ଅକୁହା ପ୍ରୀତିର ସାକ୍ଷୀ  ।।

ଏ ସମ୍ପର୍କ ନୁହେଁ ଅଳୀକ

ଯେ ରହିବ ଦିନେ ଦି ଦିନ ପାଇଁ

ଏ ସମ୍ପର୍କତ ସତ୍ୟ ଓ ଶାଶ୍ୱତ 

ରହିିିଛି,ରହିିିବ ଜନ୍ମ ଜନ୍ମାନ୍ତର ପାଇଁ ।।

ଭାଇ,ତତେ ରାକ୍ଷୀ ବାନ୍ଧେ ମୁଁ

ଭଗବାନଙ୍କୁ ରଖି ସାକ୍ଷୀ ,

କର୍ତ୍ତବ୍ୟ ପଥେ ଧ୍ୟାନ ଦେବୁ ସଦା

ସମୟକୁ ଜଗି ରଖି ।।

ଭାଇ, ତୋର ଦୀର୍ଘାୟୁଷ ପାାଇଁ

ନିତି କରେ ମୁଁ ପ୍ରାର୍ଥନା,

ଭଗବାନଙ୍କୁ ସ୍ମରି,ନିତି ପାଉ ଥାଆ 

କାର୍ଯ୍ୟ କରିିିବାର ପ୍ରେରଣା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational