STORYMIRROR

Sunanda Mohanty

Inspirational Others

3  

Sunanda Mohanty

Inspirational Others

ସେବା

ସେବା

1 min
187

ସେବା ଏକ ମାନବିକତା

ଶ୍ତଦଳକମଳ କୋମଳତା

 ସ୍ପୃହାଭରା ଅନ୍ତର ସଚେତନତା

 ପୋଷକତତ୍ତ୍ୱ ଗୁଣବତ୍ତା

ଗାନ୍ଧିଜୀ ସେପାଇଁ ମହାତ୍ମା

ଗୋପବନ୍ଧୁ ଦେଶବନ୍ଧୁ 

ଗର୍ବିତ ଭାରତମାତା 

ସେବା ସବୁରି ଉର୍ଦ୍ଧରେ ସାମାଜିକତା

ମନୁଷ୍ୟର ନିଷ୍କଳଙ୍କ ମନୁଷ୍ୟତା

ସ୍ୱର୍ଗୀୟ ଉତ୍ସର୍ଗ ମହନୀୟତା

ସୁପ୍ତ ଓ ଜାଗ୍ରତ ସହୃଦୟତା

ସବୁରି ହୃଦୟେ ଭରିଯାଉ 

ସେବା ମନୋବୃତି କୃତି ସ୍ପୂତି

ମଣିଷ ମନର ପରିପକ୍ୱତା

ସେବା ମନୋଭାବ ଥଲେ

 ଭଲଲାଗେ ବୈଶାଖୀର ବାତ୍ୟା ।


Rate this content
Log in

Similar oriya poem from Inspirational