Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rojalin Mishra

Romance Tragedy

4.0  

Rojalin Mishra

Romance Tragedy

କେବେ ମୁଁ

କେବେ ମୁଁ

1 min
36


କେବେ ମୁଁ

ମୋ କାହାଣୀର

ମହନୀୟା ଯୂଥିକା ତ

କେବେ ଏକ କଳଙ୍କିିିତ ଅଧ୍ୟାୟର

ତିରସ୍କୃତ ବ୍ୟାଖାନ,

କେବେ ମୁଁ

ଫୁଲଝରା ଉନ୍ମୁଖତାର

ନିର୍ଲିପ୍ତ ପ୍ରବିଧି ତ

କେବେ ସକାଳ ଅରୁଣିମା କାଳେ

ଫେରସ୍ତ ଚିଠିି ଭିତରେ ସମାହିିିତ

ନୀରବ ଯନ୍ତ୍ରଣାର ଅନ୍ତର୍ଦହନ।।


Rate this content
Log in

Similar oriya poem from Romance