STORYMIRROR

Rojalin Mishra

Romance

3  

Rojalin Mishra

Romance

ତୁମେ

ତୁମେ

1 min
61

ତୁମେ ସୃଷ୍ଟି

ତୁମେ ଦୃଷ୍ଟି

ତୁମେ ଶବ୍ଦ

ତୁମେ ଭାବ

ଚିର ଗମ୍ଭୀର ତୁୁମେ,

ତୁମେ ଅତୀତ

ତୁମେ ପ୍ରେମ

ତୁମେ ସ୍ୱପ୍ନ

ମୁକ୍ତିିିର ପଥ ତୁମେ।।

ଗୋଟି ଗୋଟି ବରଷା ବିନ୍ଦୁରେ

ଝରି ପଡ଼େ ସ୍ମୃତି ସବୁୁ

କେବଳ ତୁମରି ନାମେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance