ଆମରି ସାଖି ବାସର ଦୀପ ଜଳି ଜଳି କହୁଛି ଖୋଲି ଦେଲେ ଲାଜ ଗହଣା ହେବନି ପାପ ଆ ସାଥି ତୁ ଆଉ ମୁଁ ହୋଇ ଆମରି ସାଖି ବାସର ଦୀପ ଜଳି ଜଳି କହୁଛି ଖୋଲି ଦେଲେ ଲାଜ ଗହଣା ହେବନି ପାପ ଆ ସାଥି...
ତୋର ନୀଳ କଇଁ ପରି ଆଖିର ସେଇ ପ୍ରୀତିଭରା ଚାହାଣୀ, ଭାବ ଉର୍ମି ଧାରେ ରଚେ ଏକ ଅପାସୋରା କାହାଣୀ ।। ତୋର ନୀଳ କଇଁ ପରି ଆଖିର ସେଇ ପ୍ରୀତିଭରା ଚାହାଣୀ, ଭାବ ଉର୍ମି ଧାରେ ରଚେ ଏକ ଅପାସୋ...