STORYMIRROR

Suresh chandra Padhy

Thriller

3  

Suresh chandra Padhy

Thriller

ସାଧୁ ସଙ୍ଗ

ସାଧୁ ସଙ୍ଗ

1 min
1


ଆସ ହେ ଭାଇ ଆମେ 

         ସାଧୁ ସଙ୍ଗେ ମିଶିବା

 ସାଧନା ରେ ସିଦ୍ଧ ସେ ତ

           ପାଦ ତଳେ ପଡିବା ।

            


ଜୀବନ ରେ ସାଧୁ ସନ୍ଥ 

            କେବେ କେବେ ମିଳନ୍ତି

କେତେ ପୁଣ୍ୟ କଲେ ସାଧୁ

            ଦର୍ଶନ ସେ ଦିଅନ୍ତି ।


ସାଧୁ ସଙ୍ଗେ କଥା ହେବା

              ଜ୍ଞାନ ଆମେ ପାଇବା ।


ଅବାଟ ରୁ ସାଧୁ ସନ୍ଥ ଭଲ

           ବାଟ ଦେଖାଇବେ

ସତ୍ୟ ପଥେ ଧର୍ମ ପଥେ

            ମନ ନେଇ ଯିବେ ।


ସାଧୁ ସେବା କରି ଯିବା

             ଗୁରୁ କୃପା ଲଭିବା ।



Rate this content
Log in

Similar oriya poem from Thriller