STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ରଥ ଦଉଡି

ରଥ ଦଉଡି

1 min
0


,,,,,,,,,,,,,,,,,
ଚାରିଆଡେ ହେଲା ଚର୍ଚ୍ଚା 
ଜର ଛାଡିଗଲା ଠାକୁର ଉଚ୍ଚା 
ଧୁଳିଆ ନୁହେଁ କି ଝଡିଆ ନୁହେଁ 
ଲଘୁଚାପ ହେଲା ଫର୍ଚ୍ଚା 
ସେ ଜାଣିଥିବେ କେମିତି ଯିବେ 
ରଥରେ ବସିକି ଗୁଣ୍ଡିଚା ନଅର ବର୍ଷା 
ଭକ୍ତ ବସିଛି ଅନେଇ ଦେଖିବ ରଥ 
ଆସୁ ପୁନେଇଁ, ଅମାବାସ୍ୟା ଅବା ବର୍ଷା
ଦେଉଳ ଉଚ୍ଚା ଦିଅଁ ବି ଉଚ୍ଚା
 ପତିତପାବନବାନା ବି ସୁଉଚ୍ଚା 
ଚତୁର୍ଦ୍ଧା ହେବେନି କେବେ ନୀଚା 
ପାଗ ବଦଳିବ ଭକ୍ତ ଭଗବାନ ମିଳନ 
ହେବ ନିଶ୍ଚୟ ଚର୍ଚ୍ଚା 
ସୁନେଲି ସକାଳ ଫର୍ଚ୍ଚା 
ଆ ଗଡି ଗଡି ରଥ ଶଗଡି 
ବଡଦାଣ୍ଡେ ଭିଡି ଦଉଡି ଭକ୍ତ ହେବେ ସଚ୍ଚା
ରଥର ଦଉଡି ବିଛା 
ନୁହେଁ ତାହା କେବେ କଚା 
ରଥ ଯିବ ଗଡି ମାଉସୀମାଆ ବାଡ଼ି 
ହରିବୋଲ ହୁଳହୁଳି ପଡି ଆଛା
ଭକତ ନଡ଼ିଆ ବଛା 
ପ୍ରଭୁଙ୍କୁ ଦର୍ଶନ ଇଛା 
ଭକ୍ତ ଭଗବାନ ମଧ୍ୟରେ ଦଉଡି ଲୋଚା
,,,,,,,,,,,,,,,,


Rate this content
Log in

Similar oriya poem from Action