STORYMIRROR

Dr.Omm Prasad Pradhan

Abstract Romance Classics

3  

Dr.Omm Prasad Pradhan

Abstract Romance Classics

ପୁଷ୍ପଗୁଚ୍ଛ

ପୁଷ୍ପଗୁଚ୍ଛ

1 min
250


ଫୁଲଟିଏ ମଉଳି ଗଲେ 

ସଭିଙ୍କୁ କଷ୍ଟ ହୁଏ 

କବିର କଲମ ରହିଯାଏ 

କ୍ଷଣିକ ଉଦାସୀନ ହୋଇ 

କୋହରେ ପରିପୂର୍ଣ୍ଣ ହୋଇଯାଏ 

ଗାୟକର କଣ୍ଠ ସ୍ୱର ....

ପ୍ରଜାପତି ବି କାନ୍ଦିଥାଏ 

ବିରହରେ ଦଗ୍ଧୀଭୁତ ହୋଇ 

ଚଳ ଚଞ୍ଚଳ ପ୍ରେମିକ ମଧ୍ୟ

ସ୍ଥାଣୁ ପାଲଟି ଯାଏ 

ପ୍ରେମମୟୀ ପ୍ରେୟସୀ ମଧ୍ୟ 

ମଉଳି ଯାଏ ....

ପୁଷ୍ପର ସ୍ପର୍ଶ ରହିତା ହୋଇ

ପୁଷ୍ପଗୁଚ୍ଛ କଣ ଜରୁରୀ ନୁହେଁ 

ନିଜ ପାଇଁ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract