Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Omm Prasad Pradhan

Abstract Inspirational Thriller

2  

Dr.Omm Prasad Pradhan

Abstract Inspirational Thriller

ବିଜ୍ଞାନୀ

ବିଜ୍ଞାନୀ

1 min
64


ବିଜ୍ଞାନୀର ବିଶେଷ ଉକ୍ତି 

ଆକାଶକୁ ଅପହଞ୍ଚ କରିଦିଏ 

ରଙ୍ଗୀନ ସ୍ପର୍ଶର ଆକର୍ଷଣରୁ 

ରଂଗହୀନ ଏକ ବର୍ଣ୍ଣିତ ବହ୍ନି ।


ବସ୍ତାବିକତା ଏକ ବୈଧବ୍ୟ 

ରୋମାଞ୍ଚ ଶୂନ୍ୟ ଏକ ସ୍ଥାଣୁତ୍ୱ ।


ବିଜ୍ଞାନ କି ଯଶ ପାଏ 

ଅନ୍ତରୀକ୍ଷରେ ଅବତରଣ କରି 

ନିଜର ଅସ୍ତିତ୍ୱକୁ କିଛି ବିଦ୍ୟୁତ ,

ବିମାନ ,ଓ ବିସ୍ଫୋରଣରେ ।


ବିଜ୍ଞାନ କାହାକୁ ସିଦ୍ଧ କରେ

କିଛି ନୂତନତ୍ୱ ଭରା ଭିନ୍ନତ୍ୱକୁ 

ଅମାନବୀୟ ସିଦ୍ଧିତ୍ୱକୁ 

କିଛି ଗବେଷଣାର ଗହଳି ରାସ୍ତାରେ 

ଜୀବନର ଜ୍ୟୋତିକୁ ।



Rate this content
Log in

Similar oriya poem from Abstract