STORYMIRROR

Dr.Omm Prasad Pradhan

Abstract Drama Fantasy

3  

Dr.Omm Prasad Pradhan

Abstract Drama Fantasy

ଆକାଶ ର ରଙ୍ଗ

ଆକାଶ ର ରଙ୍ଗ

1 min
175

ଆକାଶ କଣ ରଙ୍ଗ ହୀନ

ବିଶାଳ ନୀଳ କାୟା

ଇନ୍ଦ୍ରଧନୁର ବାଘନିସହନାଲା 

ଶ୍ୱେତ, ରକ୍ତ, ସବୁଜ ରଙ୍ଗର ଅବୟବ 

ସମାଜର ଅବଲୋକନରେ ,।


ପ୍ରେମିକ, କବି ଦାର୍ଶନିକ ସମୂହକୁ 

ଗୋଲାପୀ,ନୀଳ ,ଶ୍ୱେତ ପ୍ରହେଳିକା ମୟ

ବିଜ୍ଞାନ ଦୃଷ୍ଟିରେ ଅସ୍ତିତ୍ୱ ହ୍ରାସ ହୁଏ 

ବିଶାଳ ବକ୍ଷ ଧାରୀ ଆକାଶର ।


ବୁଦ୍ଧିର ବଳୟ ବନ୍ଧନରେ

ବିଜ୍ଞାନର ଶାଣିତ ସନ୍ଧାନରେ 

ତର୍କର ତାଣ୍ଡବ ନୃତ୍ୟରେ 

ଧରାଶାୟୀ ହେଇଯାଏ 

ଆକାଶରେ ରଙ୍ଗ ଭରୁଥିବା 

ଜଣେ ଚିତ୍ରକର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract