କେତେ ଉଷ୍ମ କେତେ ଗ୍ରୀଷ୍ମ
ଦେଲା ନେଲା କେତେ ସ୍ପର୍ଶ
ହିସାବ କରେ ନିଶ୍ୱ ରୁ ବିଶ୍ୱ
କିଏ ହର୍ଷ କିଏ ଦେଖାଏ ଉଲ୍ଲାସ
ପୁଣି ହିସାବ ନାହିଁ ବିମର୍ଷ ଓ ଫାର୍ସ
ମନ ବୁଝିଗଲେ ଆଖି ବୁଝୁନି
ଆଖି ବୁଝିଗଲେ ମନ ମାନୁନି
ଆସିବ ନୂଆବର୍ଷ କାହିଁକି ଉଦାସ
ଶବ୍ଦ ଚାଷ ରେ ଅଛି କେତେ ଇତିହାସ
ଭୂଗୋଳ ହେଇଯିବ ସାହିତ୍ୟ ଥିବ
ଆସୁ ଝଡ଼ ବା କି ବତାସ ପରି ଅକ୍ଟୋପାସ
ବାଜୁଛି ସାହାନାଇ ଶୁଭୁଛି ମାଦଳ ତାଳ
ମନ ମୁନ ଚୈତନ୍ୟ ରଖି କାକତାଳ
ନୂଆ ବର୍ଷ ଆଣିବ ହର୍ଷ ଉଲ୍ଲାସ ଏ ବର୍ଷ
ନାଚିବା ଗାଇବା ନାଲିଭାଇ ଓଠର ହସ
ଆଉ କେତେଦିନ କିଏ ଜାଣେ କାହିଁ ବିରଷ
ବରଂ ହରଷ ସ୍ପର୍ଶ ରେ ଫେଣ୍ଟି ଦେବା
ଅସୁମାରି ଆଶା ର ଶୁଶୁରୀ ଶବ୍ଦ ପ୍ରକାଶ
ଅଢେଇ ଦିନରେ ପ୍ରାରବ୍ଧ ଛାଡ଼ି ଆରବ୍ଧ ଗଢି
ଭୁଲିଯିବାକୁ ଅଣଚାଷ ଆସୁଛି ନବବର୍ଷ
ପୁରୁଣା ହିସାବ ଖାତା ଲୁଚେଇ
ଓଠେ ଫୁଟେଇବାକୁ ମଧୁଝରା ହସ
,,,,,,,,,,,,,,,