STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ଛାଇ 

ଛାଇ 

1 min
0


ଛାଇ ଏକ ଛବି ପରି ଚିତ୍ରପଟ 
କେବେ ଅଙ୍କା କେବେ ବଙ୍କା ନାଟ 
ପବନ ଦେଇପାରେ ଛାଟ 
ଶୀତ ବି କରିପାରେ ଛାଇକୁ ଛୋଟ 
ଛାଇ ପାଳ ଦଉଡିକୁ ମୋଟ 
ପାଳଭୂତ ପରି ଶୁଣ୍ୟେ ମାରି ଛାଟ 
ଖାଇ ଭାଉ ହୁଏ ନାଉ ପିଠି ପଟ 
ଶୀତ କଣ ଖରା ବର୍ଷାର ପଟ 
ନଥାଏ ତା ମନେ ଶଙ୍କା ଉଦ୍ଭଟ 
କେବେ ଅନାଏନି ମଟମଟ ଅବା ରଟ
ପ୍ରତିକ୍ରିୟା ନାହିଁ ଯେତେ ପିଟ 
ସତେ ଗୋଟେ ଗଣ୍ଡି କାଠ 
ହୃଦୟ ଅକପଟ 
ନିଶ୍ଵାସ ବିଶ୍ୱାସ ରେ ନୁଁହଁ ଛଟପଟ 
ବୃକ୍ଷ ବଟ ପକ୍ଷୀ ବାଟ 
ମଣିଷ କରେ ହାଟ 
ଛାଇ ର ଯାଏ ଆସେ କେତେ ମୋଟ 
ହିସାବ କରେନା ଚାରି ଦୁଗୁଣେ ଆଠ 
କାମରେ ସଅଳ ମଠ 
ଜାଣିଲେ ବୁଝିଯିବ ଛାଇ ହିଁ ଘଟ ଘାଟ
ଖରା କୁ ଅବାଟ 
ବର୍ଷାକୁ କବାଟ 
ଆଉ ଶୀତକୁ କମ୍ବଳ ଓ ଖଟ 
ମାଗେନା ଛାଇ କରି ଅଝଟ 
ଜେଜେଙ୍କ ପାଳଭୂତ ଛୋଟ 
ବାପାଙ୍କ ବାବନା ଭୂତ ଓଲଟ ପାଲଟ 
ବୋଉର କୁହାଟ 
ଆଉ ପିଲାଙ୍କ ମଲାଟ 
ଏଇତ ଜୀବନ ସାରଣୀ ଛାଇର ଗୋଟେ ପଟ


Rate this content
Log in

Similar oriya poem from Inspirational