STORYMIRROR

Jharana Rout

Tragedy

3  

Jharana Rout

Tragedy

ଅବୁଝା ଜୀବନ

ଅବୁଝା ଜୀବନ

1 min
170

*ଜୀବନଟା ଏକ ଅବୁଝା ଗଣିତ

    ବୁଝିବାକୁ ଲାଗେ କଷ୍ଟ 

 *ଜୀବନଟା ଏକ ମରୁଭୂମି ପଥ 

     କାଳ୍ପନିକ ନୁହେଁ ସତ୍ୟ 

 * ଜୀବନଟା ଏକ ନଈଠୁ ଗଭୀର 

      ନାହିଁ ତାର ଥଳ କୂଳ 

 *ଜୀବନଟା ଏକ ବେସୁରା ସଙ୍ଗୀତ 

       ନାହିଁ ସୁର ତାଳ ଲୟ 

  *ଜୀବନଟା ଏକ ଗୁଡ଼ିଆଣୀ ଜାଲ 

         ଛନ୍ଦି ହୁଏ ବାର ବାର 

  * ଜୀବନଟା ଏକ ବୋଧେ ଅଭିଶାପ 

        ଦୁଃଖ ଭରା ଗନ୍ଥାଘର ||


Rate this content
Log in

Similar oriya poem from Tragedy