Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ANUPAMA SAHU

Abstract

3  

ANUPAMA SAHU

Abstract

ପ୍ରତିଯୋଗିତା

ପ୍ରତିଯୋଗିତା

1 min
211


             

ଅନେକ ଦିନ ପରେ ଅପେକ୍ଷାରେ ଥିଲି ,

ଏ ରଜନୀକୁ ଦର୍ଶନ କରିବି ବୋଲି ।

ଚନ୍ଦ୍ର ଆଲୁଅ ରେ ଆଲୋକିତ ହୋଇ ମୁଁ ,

ଜହ୍ନ ରାଇଜରେ ହଜିଯିିିିବି ବୋଲି ।।

ମିିଞ୍ଜି ମିଞ୍ଜି ତାରା ମଧ୍ୟରେ ସୁଧାକର ,

ଶୋଭା ପାଉଛି ଆଜି ମନେ ସୁୁୁୁରୁଚିର । 

ହୋଇ ପାରେ କଇଁ ଲାଗି ସଜ ହୋଇଛି ,

କିନ୍ତୁ ହରଣ କରୁଛୁ ମନ ମୋହର ।।

ହୃଦୟେ ଜାଗି ଉଠୁଛି ଅନେକ ଆଶା ,

ନିିିିଶାକରି ଢାଳିଦେଉଛୁ ପ୍ରେମନିଶା ।

ମିଛ ରେ ହେଉ ଅବା ସତରେ ଜାଣିନି ,

ବୁୁୁଝିପାରୁନି ମୁଁ ତବ ମନ ଇସାରା ।।     

ପାଗଳ ଭଅଁର ପରିକା ଗୁଣୁଗୁଣୁ ,

କରୁଅଛି ଶଶୀକୁ ଅନାଇଁ ରହିଛି ।

କାଳେ କଇଁ ପରି ମୁରୁକିତ ହସରେ ,

ଜହ୍ନରାତିର ମୋହରେ ଲୀନ ହୋଇଛି ।।

  

    


  




















Rate this content
Log in

Similar oriya poem from Abstract