STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

ରକ୍ଷା ବନ୍ଧନ କରିବା

ରକ୍ଷା ବନ୍ଧନ କରିବା

1 min
197


ଆସ ଆମେ ହାତରେ ରାକ୍ଷୀ କୁ ବାନ୍ଧିବା

ସେନେହ ଡୋରି କୁ ହାତ ରେ ବାନ୍ଧି ବିପଦ ରୁ ତରିବା

ଆସ ଆମେ ନିଜ ଭଉଣୀ କୁ ସୁରକ୍ଷା କରିବା

ନିଜ ଭଉଣୀ କୁ ସମ୍ମାନ ଦେବା ଭାଇ ର କର୍ତ୍ତବ୍ୟ କରିବା

ଆସ ଆମେ ପିଲା ବେଳ କୁ ମନେ

ପକାଇବା

ପିଲା ବେଳ ସ୍ମୃତି କୁ ନେଇ ରାକ୍ଷୀ ଆସ ବାନ୍ଧିବା

ବଡ଼ ଭଉଣୀକୁ ପ୍ରଣାମ କରିବା ତାଙ୍କ ଆଶିଷ ରେ ବଡ଼ ଲୋକ ହେବା

ସାନ ଭଉଣୀ କୁ ଆପଣାଇ ନେବା ଭାବର ଡୋରି ବାନ୍ଧିବା

ଆସ ଆମେ କିଛି ଉପହାର ଆଣି ଦେବା

ଭଉଣୀ କୁ କେବେ ଭୁଲି ଯିବା ନାହିଁ ସୁଖ ଦୁଃଖ ର ସାଥି ହେବା

ଭଉଣୀକୁ କେବେ ପର କରିବାନି ଏହି ସଂକଳ୍ପ ନେବା

ଆମ ଭଉଣୀର ମନକୁ ଜାଣି ତାର ସବୁ କଥା ବୁଝିବା

ଆସ ଆମେ ବଡ଼ ଠାକୁର ଙ୍କୁ ଥରେ ଦେଖି ଆସିବା

ସୁଭଦ୍ରା ହାତରୁ ରାକ୍ଷୀ ବାନ୍ଧିବେ ଜାଗା ବଳିଆ ଦେଖିବା

ଆମ ସଂସ୍କୃତି କେତେ ନିଆରା ଆସ ତାର ଗୁଣ ଗାଇବା

ଯେତେ ଦୂରେ ଥିଲେ ଭଉଣୀ ଭାବ ବନ୍ଧନ ରେ ବାନ୍ଧି ହେବା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract