STORYMIRROR

ANUPAMA SAHU

Children

2  

ANUPAMA SAHU

Children

ଅଫୁଟା ଫୁଲ

ଅଫୁଟା ଫୁଲ

1 min
146

ଅଫୁଟା ଫୁଲ କୁ ଚାହେଁନା ଭିଅର

ଫୁଟିଲେ କୁସୁମ ଛାଡେନି ଭ୍ରମର ।

ପ୍ରସ୍ଫୁଟିତ ସୁମନ ଦେବ ଚରଣେ

ଜନମ ହୋଇଛି ନୁହେଁ ଅକାରଣେ ।

ସାରା ସଂସାର ଯେ ହସି ହସାଉଛି

ଅଫୁଟା ଫୁଲ ତାକୁ ଚାହିଁରହିଛି ।

ଅତର ସୁଗନ୍ଧରେ ଭରି ରହିଛି

ମହକ ମହକରେ ଖେଳି ବୁଲୁଛି ।

ମନେ ଭାବୁଛି ଆସିବ ଅଂଶୁମାନ

ଢାଳିିବ କିରଣ ପାଇବି ସମ୍ମାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children