STORYMIRROR

Saraswati Nayak

Inspirational Children

3  

Saraswati Nayak

Inspirational Children

ଶିଶୁ

ଶିଶୁ

1 min
236

            

   ମୁଁ ବି ତ ଶିିଶୁ

   କିନ୍ତୁ ଅଲଗା ତୁମଠୁ କାହିଁକି !

   ମୋ ପ୍ରତି ତୁମର ଦୃୃଷ୍ଟିଭଙ୍ଗୀ 

       ସଂକୀର୍ଣ୍ଣ କଣ ପାଇଁ କୁୁୁହ ?

   ମୁଁ ବି ହୋଇପାରେ ପ୍ରଶସ୍ତମନା ତୁୁୁମ ପରି 

   ମୋର ବି ଅଛି- ପ୍ରତିଭା, ଜ୍ଞାନ,ବିଦବତ୍ତ୍ଆ   ।।୧।।


  ମୁଁ ତା ଜନନୀ,ଜାୟା ପୁୁଣି ଭଗିନୀ 

  ଶକ୍ତିମୟୀ, ସୃୃଷ୍ଟିକାରିଣୀ ଓ ସଂହାରକାରିଣୀ

      ମୋର ଆଉ ତୁମର ମଧୁର ମିିିିିଳନରୁ 

         ସମାଜର ସୃୃଷ୍ଟି ଓ ବିକାଶ 

 ଜ୍ଵ୍ବୱାଳାମୟ ଜୀବନକୁ ଶାନତି,ସ୍ନେହ ଓ ପରେମବାରି ସିଞ୍ଚି

           କରେ ଶୀତଳ ଓ ଆନନ୍ଦମୟ  ।।୨।।


ଐଶ୍ୱ୍ଵର୍ଯ୍ୟ,ଅର୍ଥ,ବିିଦୟା ଆଉ ଶକ୍ତିର ମୂଳଉତ୍ସ ମୁଁ

       ମୁଁ ତ ଚମତକୃତ କରିିିଛି ପୁରୁଷକୁ  

ସୀତା,ଦ୍ରୌପଦୀ,ଅହଲ୍ୟା, କୁନ୍ତୀ, ତାରା,ସାବିତ୍ରୀ ରୂପରେ 

ଅତୁୁଳନୀୟା ଗାର୍ଗୀ,ମୈତ୍ରେୟୀ,ଘୋସା,ଲୀଳାବତୀ,

       ସଂଘମିିତ୍ରଆ ,ଲୋପାମୁଦ୍ରା ନାମରେ 

ମୁଁ ଧୂରୀଣା,ଆଦର୍ଶ ପୁୁଣି ଚିିିରବନ୍ଦନୀୟା

       ପୁୁଣି ଐତିହ୍ୟ ଆଉ ଗୌରବ ସୃୃଷ୍ଟିର 

ମୋର ସୃୃଷ୍ଟି ପାଇଁ ଏତେ ଅନୁୁଦାର କେମିିିତି।     ।।୩।।


 ହେଜ ଆଉ ସୁଧର ଏବେଠୁ ସବୁ

     ମୋ ବିନା ପାରିବକି କରି ତୁମେ!

         ସମାଜକୁ ପ୍ରଗତିଶୀଳ ,

ପାରିବ ଏ ସୃୃଷ୍ଟଇର ସରଂଚନାକୁ ଆଗକୁ ନେଇ 

ପ୍ରଶାସନ, ବିଜ୍ଞାନ,କାରିଗରୀ,ସାହିତ୍ୟି,କଳା ଓ ସଂସ୍କ୍କୃ୍ତି

  ସବୁ ତୁଛ, ମୂୂଲ୍ୟହୀନ ମୋ ଉପସ୍ତ୍ଥଇତି ବିନା 

କର ସ୍ୱାଗତ ମୋର ସୃୃଷ୍ଟଈକୁ ଆନନ୍ଦେ

କର ସ୍ୱାଗତ ମୋର ସୃୃଷ୍ଟଈକୁ ଆନନ୍ଦେ

ରହିବନି ଦୈନ୍ୟ,ଦୁଃଖ,କୁୁୁସଅଂସସ୍କାର,ହୀନତା

     ଏ ସୁନ୍ଦର ଧରାଧାମୁ କ୍ଷଣରେ।     


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Saraswati Nayak

Similar oriya poem from Inspirational