STORYMIRROR

PRANATI MAHAPATRA

Inspirational Children

3  

PRANATI MAHAPATRA

Inspirational Children

ସୁରକ୍ଷା ଗଛର

ସୁରକ୍ଷା ଗଛର

1 min
226


ବୃକ୍ଷ ଅନ୍ୟନାମ ଅଟଇ ଗଛ

ପରିବେଶ ସୁରକ୍ଷା କରେ ଗଛ l


ସବୁଜ ବଳୟ କରିଲେ ସୃଷ୍ଟି

ପ୍ରଦୂଷଣ ମୁକ୍ତ ହୋଇବ ପୃଥ୍ଵୀ l


ଗଛ ପରା ବନ୍ଧୁ ଅଟେ ଆମର

ସୁରକ୍ଷା କରିବା ଆସ ତାହାର ।


ଫୁଲ ଫଳ ପତ୍ର ଚେର ଔଷଧ

ଏ ଧରାରେ ସିଏ ଆମ ସମ୍ପଦ।


ବୃକ୍ଷ ବିନା ମଣିଷର ଜୀବନ

ରହି ପାରିବନି ଧରାରେ ଜାଣ l


ଦେବତା ଦେବୀ ଭାବେ ପୂଜା ପାଇ

ସର୍ବଶାନ୍ତି ରୂପେ ମର୍ତ୍ତ୍ୟେ ବିରାଜଇ।


ତୁଳସୀ ବିଲ୍ଵ ,ଲିମ୍ବ ଯେ ଚନ୍ଦନ

ଆବର କେତେ ଯେ ବୃକ୍ଷ ଜାଣ।


ଗଛ ବନ୍ଧୁ ମିତ୍ର ଏହି ସଂସାରେ,

ନଷ୍ଟ ନ କରି ସୁରକ୍ଷା ଦେବାରେ ।



Rate this content
Log in

Similar oriya poem from Inspirational