STORYMIRROR

pranati Mahapatra

Action

3  

pranati Mahapatra

Action

ରଙ୍ଗର ବର୍ଷା

ରଙ୍ଗର ବର୍ଷା

1 min
226


ରଙ୍ଗର ବର୍ଷା

ରଙ୍ଗର ଅବିର ଭରିଛି ଜୀବନେ

ରଙ୍ଗମୟ ସାରା ଧରା,

ସେ ରଙ୍ଗେ ରଙ୍ଗୀନ୍ ହୋଇଛନ୍ତି ସର୍ବେ

ରାଇଦାମୋଦର ପରା।

ମଧୁରାମୃତ ମଧୁର କର୍ମ ମଧୁର

ମଧୁର ଲାଗେ,

ମଧୁମୟ ସହ ରଙ୍ଗର ପସରା

କି ସୁନ୍ଦର ଶୋଭା ରାଜେ।

ଭୁଲି ରାଗ ହିଂସା ଦ୍ଵେଷ ମୋହ ମାନ 

ହୋଇଯିବା ଆପଣାର,

ମଧୁର ସଂସ୍କୃତି ଐତିହ୍ୟ ଆମର

ଅକ୍ଷୁର୍ଣ୍ଣ ଯେ ଭାରତର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action