STORYMIRROR

ANUPAMA SAHU

Others Children

3  

ANUPAMA SAHU

Others Children

ଏଇ ମାଟି

ଏଇ ମାଟି

1 min
192

ଆଦିରୁ ଅନ୍ତ ଜୀବ ଜୀବନ

ଜନମ ମରଣ ସମାପନ ।

ଗର୍ବରୁ ଗର୍ବିତ ସାଜିଅଛି

ମାନବ ଏପରି ଭାବୁଅଛିି ।

ମାଟି ମା'ର କୋଳରେ ବଢ଼ିଛି

ତା ଉପରେ ଅଧିକାର ଅଛି ।

ପ୍ରଥମ ପାଦ ଯେ ପଡୁଅଛି

ଶେଷରେ ନିିଶ୍ବାସ ଛାଡୁଅଛି ।

ମା' ବୋଲି ତାକୁ ଗ୍ରହଣ କରେ 

ମାତୃଭୂମିକୁ ସମ୍ମାନ କରେ ।

ପ୍ରତିବାଦର ଶବ୍ଦ ଯେ ନାହିଁ

ଘୃୃଣା କରିବା ନାମ ହିିଁ ନାହିଁ ।

ମାନ ଅପମାନକୁ ଏଡାଇ 

ଆଶ୍ରାଦେବାର କର୍ମ କରଇ ।

ଦୋଷତୃଟିକୁ ମଥାରେ ନେଇ

ଦୁୁୁଃଖ ମୁଖକୁ ଯାଉଛି ପିଇ ।

ଏଇ ଅଟେ ଆମ ମାଟି ମାଆ 

କୋଳରେ କାନ୍ଦିଛୁ କୁଆଁ କୁଆଁ ।


Rate this content
Log in