STORYMIRROR

ANUPAMA SAHU

Abstract Romance Fantasy

2  

ANUPAMA SAHU

Abstract Romance Fantasy

ତୁମେ ଯେବେ ମନେ ପଡ

ତୁମେ ଯେବେ ମନେ ପଡ

1 min
123

ତମେ ଯେବେ ମନେ ପଡ 

ପ୍ରଦ୍ୟୁୁଷ ନା ପ୍ରତ୍ୟୁଷରେ  ।

ସବୁ ମତେ ଏକା ଲାଗେ

ଦିନ କିବା ଦିବସ ରେ  ।।

ଭୋକ ଶୋଷ ଜଣା ନାହିଁ

ଆପଣା ପର କିଏ ଯେ ।

ମୁଁ ନିଜେ ନିିିଜକୁ ଏଠି

ହଜି ହଜାଇ ପାରେ ଯେ ।।

ଭୁଲ୍ ତୁୁୁମର ଯେ

ସବୁତ ଲାଗେ ସତ ।

କାହିଁଁକି କେଜାଣି ସତେ

ତୁୁମେ ମୋର ଭବିଷ୍ୟତ ।।



Rate this content
Log in

Similar oriya poem from Abstract