STORYMIRROR

ANUPAMA SAHU

Romance

3  

ANUPAMA SAHU

Romance

ପ୍ରିୟତମା

ପ୍ରିୟତମା

1 min
279

ତମ ଭଲପାଇବା ହୋଇ ନଥିଲା ତ

ଆମ ଭିତରେ କୋୖଣସି ରାଜିନାମା ।

ମୋ ସହ ତମ ଭଲପାଇବା ଗୋଟେ 

ନିକିତି ରେ ତଉଲିବା ବି ମୋ ପାଇଁ

ନାଗାସକି ଓ ହିରୋସୀମା ।।

ତବ ମୁଖାପିିିନ୍ଧା ଚେହେରାର ଆକର୍ଷଣରୁ

ତଥାପି ମୁକୁଳାଇ ପାରୁନି ଜମା

ପତଙ୍ଗର ସତମିଛ ଅନଳାଭିିିିମୁୁଖୀ ମୁଁ

ଶିଖାରେ ଜଳିଯିିବାର ତମାମ ଉନ୍ମାଦନା 

ରାଜିନାମା ବିହୀନ ଭଲପାଇବା ହିଁ

ଆମ ସମ୍ପର୍କର ଶିରୋନାମା

ତୁମେ ହିଁ ଅଟ ମୋର ପ୍ରିୟତମା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance