STORYMIRROR

ANUPAMA SAHU

Romance

2  

ANUPAMA SAHU

Romance

ଚିଠି ଲେଖୁଛି

ଚିଠି ଲେଖୁଛି

1 min
108

ସ୍ମୃତି ନିମନ୍ତେ ଚିଠି ଲେଖିବି

ପ୍ରିୟା ପାଖକୁ ପଠାଇ ଦେବି ।

ମୁଖରେ କହିିଲେ ଭୁଲି ଯିବ

ପତ୍ର ଲେଖିଲେ ପାଖରେ ଥିବ ।

ପ୍ରିୟତମା ଯେ ଅତି ସୁନ୍ଦର

କେମିତି ହେବ ବର୍ଣ୍ଣନା ତା'ର ।

ଆରମ୍ଭ କରିିବି କେଉଁଠାରୁ

ଭାବି ବସିଛି ମୁଁ କେବେଠାରୁ ।

କାଗଜ କଲମ ଧରି ଅଛି 

ଶବ୍ଦ ତା ପାଇଁ ଖୋଜି ବୁଲୁଛି ।

ପାଇଯିିିବିି ତା ପାଇଁ ଅକ୍ଷର

ସ୍ନେହରେ ରଖିବ ଚିିିଠିି ମୋର ।



Rate this content
Log in

Similar oriya poem from Romance