STORYMIRROR

ANUPAMA SAHU

Abstract

3  

ANUPAMA SAHU

Abstract

ଅମାବାସ୍ୟା ର ଚନ୍ଦ୍ର

ଅମାବାସ୍ୟା ର ଚନ୍ଦ୍ର

1 min
457

ଚତୁର୍ପାଶ୍ବ ରେ ସୁନେଲି କିରଣ

ହର୍ଷ ଉଲ୍ଲାସ ରେ ମନ ନିର୍ମଳ ।

ପାଖରେ ନାଇଁ କଳା ଛାଇଟିଏ

କର୍ଣ୍ଣେ ଶୁଭୁନି ଶବ୍ଦ କଳ କଳ ।

ଶାନ୍ତ ଏଇ ପରିବେଶ ମଧ୍ୟରେ

ଖେଳି ବୁଲୁଛି ଅଧୀର ସମୀର ।

ବହିଯାଉଛି ତରଙ୍ଗିଣୀ କୂଳ

କାନେ ବାଜୁଛି କୁଳୁକୁଳୁ ସ୍ବର ।

ଲାଗୁଛି ଯେପରି ଆସିଯିବ କିି 

ଆଜି ଦର୍ଶନେ ପୂର୍ଣ୍ଣମୀ ଚନ୍ଦ୍ର ।

କିନ୍ତୁ ବେଳେବେଳେ ଛାଇଯାଏ ଯେ

ଖୁସି ହୋଇ ଅମାବାସ୍ୟା ର ଚନ୍ଦ୍ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract