STORYMIRROR

mamata barik

Children

3  

mamata barik

Children

ଶିକ୍ଷକ

ଶିକ୍ଷକ

1 min
185


ଶିକ୍ଷାକୁ ଯେ କହନ୍ତି ସରଳ କରି

ସେ ଅଟନ୍ତି ଶିକ୍ଷକ ଆମରି।।

ତାଙ୍କରି ଆଦର୍ଶେ ଆମେ ସୁଖୀ

ତାଙ୍କର ପ୍ରତିମୂର୍ତ୍ତି ଆମେ ରଖିବା ସ୍ଥାପି।।

ଦିଅନ୍ତି ସ୍ନେହ ଭଲପାଇବା ସମସ୍ତଙ୍କୁ ଆଦର କରି

ସେ ଅଟନ୍ତି ଶିକ୍ଷକ ଆମରି।।

ସେ ଅଟନ୍ତି ସତ୍ୟନିଷ୍ଠା,ପରୋପକାର

କୁହନ୍ତି ସର୍ବଦା ପୌରାଣିକ ଜୀବନୀ।।

ଦେଖାନ୍ତି ଚଲାପଥକୁ ସତ୍ୟତ୍ୱ କରି

ଦୁଃଖ ଥିଲେ ମନ ଦିଅନ୍ତି ସାହସ।।

ଆଗତ ଭବିଷ୍ୟତେ ତୁ ଜିତିବୁ ନିଶ୍ଚୟ

ସର୍ବଦା ଦେଖାନ୍ତି ନୂଆପଥର ବାଟ।।

ପ୍ରେରଣା ଦିଅନ୍ତି ସେ ଆମ ଲକ୍ଷ୍ୟକୁ

ତାଗିଦ୍ କରନ୍ତି ଆମର ସବୁ ଭୁଲକୁ।।

ସେ ଅଟନ୍ତି ଆମର ପରା ପଥଚାରୀ

ସେ ଅଟନ୍ତି ଶିକ୍ଷକ ଆମରି।।



Rate this content
Log in

Similar oriya poem from Children